ଅତିପରଚେ Atiparache

  • ଗ୍ରା. ବି. (ସଂ. ଅତିପରିଚୟ) — ଅତିପରିଚୟ; ବେଜାୟ ଘନିଷ୍ଠତା — Too much familiarity
  • ଗ୍ରା. ବି. (ସଂ. ଅତିପରିଚୟ) — ଗଙ୍ଗା ନିକଟେ ଯେତେ ଜନେ, ଅତିପରଚେ ଅପମାନେ। ଆତ୍ମାର ଗତି ଶୁଦ୍ଧି ଅର୍ଥେ, ଲୋଭେ ଭ୍ରମନ୍ତି ଅନ୍ୟ ତୀର୍ଥେ। ଜଗନ୍ନାଥ, ଭାଗବତ, 1 ମ. ଦ୍ୱାରିକା। — ଗଙ୍ଗା ନିକଟେ ଯେତେ ଜନେ, ଅତିପରଚେ ଅପମାନେ ଆତ୍ମାର ଗତି ଶୁଦ୍ଧି ଅର୍ଥେ, ଲୋଭେ ଭ୍ରମନ୍ତି ଅନ୍ୟ ତୀର୍ଥେ ଜଗନ୍ନାଥ, ଭାଗବତ,1ମ. ଦ୍ୱାରିକା