ଅତିଥିପତି Atithipati

  • ସଂ. ବି. ( 6 ଷ୍ଠୀ ତତ୍; ଅତିଥି+ପତି) — ଅତିଥି ସତ୍କାରକାରୀ ବ୍ୟକ୍ତି; ଯେଉଁ ଗୃହସ୍ୱାମୀ ଅତିଥିଙ୍କ ସେବା କରୁଥାନ୍ତି — A host; an entertainer of a guest