ଅତିଥ ଅଭ୍ୟାଗତ Atitha abhyāgata

  • ଗ୍ରା. ବି. (ଏକାର୍ଥକ ସହଚର; ସଂ. ଅତିଥି+ଅଭ୍ୟାଗତ) — ହଠାତ୍ ଉପସ୍ଥିତ ବା ଆଗନ୍ତୁକ ଅତିଥି; ସତ୍କାର ପ୍ରାର୍ଥୀ ଗୃହାଗତ ବ୍ୟକ୍ତିଗଣ — Guests