ଅତିଜାଗର Atijāgara

  • ସଂ. ବିଣ. ପୁଂ. (ଅତି+ଜାଗର) — ଯେ ସର୍ବଦା ଚେଇଁ ଥାଏ — Always watchful
  • ସଂ. ବି — ନୀଳବକ; ଏକପ୍ରକାର ବଗ — The black curlew (bird)