ଅତିଚ୍ଛତ୍ର Atichchhatra

  • ସଂ. ବି. (ଅତି+ଛତ୍ର; ସନ୍ଧି ଯୋଗୁ ଛ ସ୍ଥାନରେ ଚ୍ଛ ଆଦେଶ) — ଜଳ ତୃଣ — Aquatic grass
  • ସଂ. ବି. (ଅତି+ଛତ୍ର; ସନ୍ଧି ଯୋଗୁ ଛ ସ୍ଥାନରେ ଚ୍ଛ ଆଦେଶ) — ଧାନ କିଆରିରେ ମାଡ଼ିବା ଏକପ୍ରକାଏ ଝାମ୍ପୁଡ଼ା ଘାସ
  • ସଂ. ବି. (ଅତି+ଛତ୍ର; ସନ୍ଧି ଯୋଗୁ ଛ ସ୍ଥାନରେ ଚ୍ଛ ଆଦେଶ) — ଅତିଚ୍ଛତ୍ରକ (ଦେଖ)