ଅତିଗ୍ରହ Atigraha

  • ସଂ. ବି. (ଅତି+ଗ୍ରହ ଧାତୁ+କର୍ମ. ଅ) — ଦିବ୍ଯଜ୍ଞାନ — Spiritual knowledge
  • ସଂ. ବିଣ — ଇନ୍ଦ୍ରିୟ ଗ୍ରାହ୍ୟ
  • ସଂ. ବିଣ — ଅଚିନ୍ତ୍ୟ — Incomprehensible