ଅତିଗଣ୍ଡ Atigaṇḍa
- ସଂ. ବି. (ଅତି+ଗଣ୍ଡ) — ଜ୍ୟୋତିଷଶାସ୍ତ୍ରୋକ୍ତ 27 ଯୋଗ ମଧ୍ୟରୁ ଏକତମ — ଜ୍ୟୋତିଷଶାସ୍ତ୍ରୋକ୍ତ27ଯୋଗ ମଧ୍ୟରୁ ଏକତମ
- ସଂ. ବି. (ଅତି+ଗଣ୍ଡ) — ଜ୍ୟୋତିଷ ଶାସ୍ତ୍ରରେ କୌଣସି ବିଷୟରେ ବହୁ ପରିମାଣରେ ଗଣ୍ଡଦୋଷ ଲକ୍ଷିତ ହେବା ଅବସ୍ଥା
- ସଂ. ବି. (ଅତି+ଗଣ୍ଡ) — ଆର୍ଦ୍ରା ନକ୍ଷତ୍ରର ଗୋଟିଏ ତାରାର ନାମ — Name of a star of the 6th lunar asterism (Apte)
- ସଂ. ବି. (ଅତି+ଗଣ୍ଡ) — ଅତି ବଡ଼ ଗଣ୍ଡଦେଶ
- ସଂ. ବିଣ. ପୁଂ. (ବହୁବ୍ରୀହି) — ଉଞ୍ଚକପାଳିଆ