ଅତିକେଶର Atikeṡara

  • ସଂ. ବି. (ବହୁବ୍ରୀହି; ଅତି+କେଶର) — ଜଳୀୟ ଗୁଳ୍ମବିଶେଷ—ଶିଙ୍ଗଡ଼ା (ଦେଖ) — An aquatic plant; Trapa Bispinosa (Apte)