ଅତିକୃତି Atikṛuti

  • ସଂ. ବି. (ଅତି+କୃତି) — ପ୍ରୟୋଜନାତିରିକ୍ତକର୍ମକରଣ
  • ସଂ. ବି. (ଅତି+କୃତି) — ପଚିଶ ଅକ୍ଷର ଥିବା ଚାରୋଟି ପାଦବିଶିଷ୍ଟ ବୈଦିକ ଛନ୍ଦୋବିଶେଷ — Name of a vedic metre of 5 syllables