ଅତିଅନ୍ତ Atianta

  • ଗ୍ରା. (ପଦ୍ୟ) ଅ. (ସଂ. ଅତ୍ୟନ୍ତ) — ଅତ୍ୟନ୍ତ; ଅତି; ଅତିଶୟ — Very; very much; too much
  • ଗ୍ରା. (ପଦ୍ୟ) ଅ. (ସଂ. ଅତ୍ୟନ୍ତ) — ମୁଁ ଅଟେ ଅତିଅନ୍ତ ଅସନ୍ଥ ଦୁର୍ଜନ। କୃଷ୍ଣସିଂହ, ମହାଭାରତ, ଆଦି।