ଅତାଳଜ୍ଞାନୀ Atāḻajn̄ānī

  • ଦେ. ବିଣ. (ସଂ. ଅ+ତାଳ+ଜ୍ଞାନୀ) — ଯେଉଁ ବ୍ୟକ୍ତିର ତାଳଜ୍ଞାନ ନ ଥାଏ — Having no knowledge of musical cadence
  • ଦେ. ବିଣ. (ସଂ. ଅ+ତାଳ+ଜ୍ଞାନୀ) — ବୀଣାବାଦ୍ୟ ଶିକ୍ଷା ଦେଇ ଅଶେଷେ / ଅତାଳଜ୍ଞାନୀ ବୋଲାଇଲେ ଲେଶେ। କବିସୂର୍ଯ୍ୟ—କବିତା।