ଅତଳସ୍ପର୍ଶ Ataḻasparṡa
- ସଂ. ବିଣ. (ବହୁବ୍ରୀହି; ଅ+ତଳସ୍ପର୍ଶ; ଯାହାର ତଳ ସ୍ପର୍ଶ କରାଯାଇ ନ ପାରେ; କିମ୍ବା ଅତଳ+ସ୍ପର୍ଶ; ଅତଳକୁ ଲାଗିଛି ସ୍ପର୍ଶ ଯାହାର) — ଅଗାଧ; ଅତି ଗଭୀର — Unfathomable, abysmal
- ସଂ. ବିଣ. (ବହୁବ୍ରୀହି; ଅ+ତଳସ୍ପର୍ଶ; ଯାହାର ତଳ ସ୍ପର୍ଶ କରାଯାଇ ନ ପାରେ; କିମ୍ବା ଅତଳ+ସ୍ପର୍ଶ; ଅତଳକୁ ଲାଗିଛି ସ୍ପର୍ଶ ଯାହାର) — ଅତଳସ୍ପର୍ଶ ଅଗାଧ ଉପତ୍ୟାକାନିଚୟ—ମଧୁସୂଦନ —ପ୍ରବନ୍ଧମାଳା।