ଅତଳସ୍ପରଶ Ataḻasparaṡa

  • ଦେ. (ପଦ୍ୟ) ବିଣ. (ସଂ. ଅତଳସ୍ପର୍ଶ) — ଅତଳସ୍ପର୍ଶ (ଦେଖ) — Ataḻasparṡa (See)
  • ଦେ. (ପଦ୍ୟ) ବିଣ. (ସଂ. ଅତଳସ୍ପର୍ଶ) — ବିଧ୍ୱଂସ ତାପ ସ୍ପରଶ, ବଡ଼ ଅତଳସ୍ପରଶ, ବିନିଦ୍ର ନୀଳ ସାରସ, ବହଇ ରସ ସେ। ଭଞ୍ଜ, ବୈଦେହୀଶବିଳାସ 26।12 । — ବିଧ୍ୱଂସ ତାପ ସ୍ପରଶ, ବଡ଼ ଅତଳସ୍ପରଶ, ବିନିଦ୍ର ନୀଳ ସାରସ, ବହଇ ରସ ସେ ଭଞ୍ଜ, ବୈଦେହୀଶବିଳାସ2612