ଅତର୍ଛେଇବା Atarchheibā
- ଦେ. କ୍ରି. (ସଂ. ଅତି+ତ୍ରମ ଧାତୁ) — ଅତର୍ଛ କରିବା; ଡରାଇବା — To frighten; to terrify
- ଦେ. କ୍ରି. (ସଂ. ଅତି+ତ୍ରମ ଧାତୁ) — ଉଚ୍ଛନ୍ନ କରିବା — To hurry up
- ଦେ. କ୍ରି. (ସଂ. ଅତି+ତ୍ରମ ଧାତୁ) — ବିଳମ୍ବ ନ ସହିବା
- ଦେ. କ୍ରି. (ସଂ. ଅତି+ତ୍ରମ ଧାତୁ) — କୌଣସି ବ୍ୟକ୍ତିର ମନରେ ଉଦ୍ବେଗ ଜନ୍ମାଇବା — To cause anxiety to a person