ଅତର୍କ୍ୟ Atarkya

  • ସଂ. ବିଣ. (ଅ+ତର୍କ ଧାତୁ+କର୍ମ. ଯ) — ଅଚିନ୍ତ୍ୟ — Inconceivable
  • ସଂ. ବିଣ. (ଅ+ତର୍କ ଧାତୁ+କର୍ମ. ଯ) — ଚିନ୍ତାର ଅଗମ୍ୟ — Baffling thought
  • ସଂ. ବିଣ. (ଅ+ତର୍କ ଧାତୁ+କର୍ମ. ଯ) — ତର୍କରଅଯୋଗ୍ୟ; ଯାହା ବିଷୟରେ ତର୍କ ବିତର୍କ ହୋଇ ନ ପାରେ