ଅତର୍କିତ Atarkita

  • ସଂ. ବିଣ. (ଅ+ତର୍କିତ) — ଅଚିନ୍ତିତ; ଅସମ୍ଭାବିତ — Unthought of
  • ସଂ. ବିଣ. (ଅ+ତର୍କିତ) — ଅପ୍ରତ୍ୟାଶିତ; ଯାହା ହଠାତ୍ ଘଟେ
  • ସଂ. ବିଣ. (ଅ+ତର୍କିତ) — ଅଲକ୍ଷିତ — Unnoticed