ଅତର୍କିତଚର Atarkitachara

  • ସଂ. ବିଣ. ପୁଂ. (ଅତର୍କିତ+ଚର ଧାତୁ+କର୍ତ୍ତୃ. ଅ) — ଯେଉଁ ବ୍ୟକ୍ତି ପୂର୍ବରୁ ସମ୍ବାଦ ନ ଦେଇ ଉପସ୍ଥିତ ହୁଏ — (a person) Who arrives without giving previous intimation; arriving unannounced