ଅତରଦାନ୍ Ataradān
- 1 ବୈଦେ. ବି. (ଆ. ଇତ୍ର୍ ଦାନ୍) — ସଭା ଓ ଦରବାର ଆଦିରେ ନିମନ୍ତ୍ରିତ ବ୍ୟକ୍ତିମାନଙ୍କୁ ଅତରଦ୍ୱାରା ଅଭ୍ୟର୍ଥନା କରାଯିବା ପାଇଁ ବ୍ୟବହୃତ ଅତର ରଖା ଯାଇଥିବା ପାତ୍ର
- 1 ବୈଦେ. ବି. (ଆ. ଇତ୍ର୍ ଦାନ୍) — ଦେ. ବି. (ଆ. ଇତ୍ର+ସଂ. ଆଧାନ)—ଅତରଶିଶି; ଅତର ରଖିବା ପାଇଁ ବ୍ୟବହୃତ ସାନ ବୋତଲ