ଅତନ୍ତ୍ର Atantra

  • ସଂ. ବିଣ (ବହୁବ୍ରୀହି; ଅ+ତନ୍ତ୍ର) — ଯେଉଁ ବାଦ୍ୟଯନ୍ତ୍ରରେ ତନ୍ତ୍ର ବା ତାର ନ ଥାଏ — Unstringed (musical instruments)
  • ସଂ. ବିଣ (ବହୁବ୍ରୀହି; ଅ+ତନ୍ତ୍ର) — ସ୍ୱତନ୍ତ୍ର; ଅପରାଧୀନ; ସ୍ୱାଧୀନ
  • ସଂ. ବିଣ (ବହୁବ୍ରୀହି; ଅ+ତନ୍ତ୍ର) — ଅବାଧ — Unrestrained
  • ସଂ. ବିଣ (ବହୁବ୍ରୀହି; ଅ+ତନ୍ତ୍ର) — ସ୍ୱେଚ୍ଛାଧୀନ; ଯାହା ବାଧ୍ୟତାମୂଳକ ନୁହେ
  • ସଂ. ବିଣ (ବହୁବ୍ରୀହି; ଅ+ତନ୍ତ୍ର) — ତନ୍ତ୍ରବହିର୍ଭୂତ; ତନ୍ତ୍ରହୀନ