ଅତପ Atapa

  • ସଂ. ବିଣ. (ଅ+ତପ ଧାତୁ+ଅ) — ଥଣ୍ଡା; ଶୀତଳ — Cool
  • ସଂ. ବିଣ. (ଅ+ତପ ଧାତୁ+ଅ) — ଅକ୍ରୁଦ୍ଧ — Not excited
  • ସଂ. ବିଣ. (ଅ+ତପ ଧାତୁ+ଅ) — ଅନିଯୁକ୍ତ — Unemployed