ଅତନୁ Atanu

  • ସଂ. ବି—(ବହୁବ୍ରୀହି; ଅ+ତନୁ) — ଅନଙ୍ଗ; କାମ; ମଦନ — Cupid
  • ସଂ. ବି—(ବହୁବ୍ରୀହି; ଅ+ତନୁ) — ସଂ. ବିଣ
  • ସଂ. ବି—(ବହୁବ୍ରୀହି; ଅ+ତନୁ) — (ବହୁବ୍ରୀହି) ଶରୀରରହିତ
  • ସଂ. ବି—(ବହୁବ୍ରୀହି; ଅ+ତନୁ) — (ନଞ ତତ୍) ସ୍ଥୂଳ; ମୋଟା