ଅତଃ Ataḥ

  • ସଂ. ଅ. (ଇଦମ୍+ 5 ମୀ ବିଭକ୍ତି ତସ୍) — ଏହିସ୍ଥାନରୁ; ଏହିଠାରୁ — From this place
  • ସଂ. ଅ. (ଇଦମ୍+ 5 ମୀ ବିଭକ୍ତି ତସ୍) — ଏହିଠାରୁ — From this
  • ସଂ. ଅ. (ଇଦମ୍+ 5 ମୀ ବିଭକ୍ତି ତସ୍) — ଏହି କାରଣରୁ; ଏ ହେତୁରୁ
  • ସଂ. ଅ. (ଇଦମ୍+ 5 ମୀ ବିଭକ୍ତି ତସ୍) — ଏହା ଅପେକ୍ଷା — Than this
  • ସଂ. ଅ. (ଇଦମ୍+ 5 ମୀ ବିଭକ୍ତି ତସ୍) — ଏହି ସମୟଠାରୁ
  • ସଂ. ଅ. (ଇଦମ୍+ 5 ମୀ ବିଭକ୍ତି ତସ୍) — ଆଜିଠାରୁ — Henceforth; henceforward