ଅଣ୍ଡାଳିବା Aṇḍāḻibā
- ଦେ. କ୍ରି (ସଂ. ଆନ୍ଦୋଳନ?) ଦରାଣ୍ଡିବା; ଅନ୍ଧାରରେ ବା ଆଖିକୁ ଦେଖା ନ ପଡ଼ିବା ସ୍ଥାନରେ ହାତଦ୍ୱାରା ଦରାଣ୍ଡି କୌଣସି ବସ୍ତୁ ଖୋଜିବା
- ଦେ. କ୍ରି (ସଂ. ଆନ୍ଦୋଳନ?) ଅନ୍ଦାଜିରେ କୌଣସି କାର୍ଯ୍ୟ କରିବା
- ଦେ. କ୍ରି (ସଂ. ଆନ୍ଦୋଳନ?) ପର ଆପଣାକୁ ନ ଚିହ୍ନିଣ ଅଣ୍ଡାଳି, ମାଇଲେ ଅସ୍ତ୍ର ଶସ୍ତ୍ର ଯେ ବା ଯୁଦ୍ଧଶାଳୀ। କୃଷ୍ଣସିଂହ, ମହାଭାରତ ଦ୍ରୋଣ।