ଅଣ୍ଡାକୃତି Aṇḍākṛuti

  • ସଂ. ବିଣ. (ବହୁବ୍ରୀହି; ଅଣ୍ଡ+ଆକୃତି) — ଡିମ୍ବ ପରି ଗୋଲ ଓ ଲମ୍ବଡ଼ା — Oval; elliptical
  • ସଂ. ବି — (ବହୁବ୍ରୀହି)—ଡିମ୍ବ ଆକୃତିବିଶିଷ୍ଟ କ୍ଷେତ୍ର — An ellipses
  • ସଂ. ବି — (କର୍ମଧା) ଡିମ୍ବ ପରି ଆକାର ଲମ୍ବଡ଼ା ଓ ଗୋଲ ଆକୃତି — Oval shape