ଅଣ୍ଡ କଟାହ Aṇḍa kaṭāha

  • ସଂ. ବି. (ଅଣ୍ଡ+କଟାହ; କଟାହ ସଙ୍ଗେ ତୁଳନୀୟ ଅଣ୍ଡ) — ବ୍ରହ୍ମାଣ୍ଡ; ଚରାଚର ସୃଷ୍ଟି — The Universe; the creation
  • ସଂ. ବି. (ଅଣ୍ଡ+କଟାହ; କଟାହ ସଙ୍ଗେ ତୁଳନୀୟ ଅଣ୍ଡ) — ( 6 ଷ୍ଠୀ ତତ୍) ବ୍ରହ୍ମାଣ୍ଡର ଖୋଳପା — (6ଷ୍ଠୀ ତତ୍) ବ୍ରହ୍ମାଣ୍ଡର ଖୋଳପା— . The shell of the mundane egg. (M.W.)