ଅଣ୍ଟାଭିଡ଼ା Aṇṭābhiṟḍ̠ā
- ଦେ. ବି — କୌଣସି ପରିଶ୍ରମସାଧ୍ୟ କର୍ମ କରିବା ପାଇଁ ପ୍ରସ୍ତୁତ ହେବା — Being ready to do a difficult work
- ଦେ. ବି — ପରିଶ୍ରମସାଧ୍ୟ କର୍ମ କରିବା ବା ବହୁ ଦୂର ପଥ ଚାଲିବା ପୂର୍ବରୁ ଅଣ୍ଟାରେ ଭିଡ଼ାଯିବା ଚାଦର — A sheet tied round the waist to enable a person to labour hard or walk a long distance
- ଦେ. ବିଣ — (ଏଥିରେ ଅଣ୍ଟା ଉପରେ ଭିଡ଼ ପହଞ୍ଚିବାରୁ) ବହୁପରିଶ୍ରମସାଧ୍ୟ (କର୍ମ) — (work) Requiring hard labour