ଅଣ୍ଟାବଥା Aṇṭābathā

  • ଦେ. ବି. (ଓ. ଅଣ୍ଟା+ସଂ. ବ୍ଯଥା) — ଅଣ୍ଟାଧରା; କଟିବାତ; ଯେଉଁ ବାତରେ ଅଣ୍ଟା ଅବଶ ହେବାରୁ ମନୁଷ୍ୟ ଚଳି ପାରେ ନାହିଁ — Lumbago
  • ଦେ. ବି. (ଓ. ଅଣ୍ଟା+ସଂ. ବ୍ଯଥା) — ଶୂଳବିଶେଷ; (ଏ ରୋଗରେ ଅଣ୍ଟା ଭିତରେ ଛୁଞ୍ଚି ମାଇଲା ପରି ବେଦନା ଅନୁଭୂତ ହୁଏ); ପାର୍ଶ୍ୱଶୂଳ — Renal colic