ଅଣ୍ଟାପାଣି Aṇtāpāni
- ଦେ. ବି — ଅଣ୍ଟାଠାରୁ ତଳକୁ ଧୋଇବା — Washing of one's body from the waist downwards
- ଦେ. ବି — [ଦ୍ର—ଲୋକେ 3 ପ୍ରକାର ଗାଧୁଆନ୍ତି— 1 । ମୁଣ୍ଡ ଧୋଇ ଗାଧୁଆନ୍ତି; 2 ମୁଣ୍ଡ ନ ବୁଡ଼ାଇ ବେକଠାରୁ ତଳକୁ ଗାଧୁଆନ୍ତି; 3 । ଅଣ୍ଟା ପର୍ଯ୍ୟନ୍ତ ପାଣିରେ ବୁଡ଼ାଇ ଗାଧୁଆନ୍ତି।] — [ଦ୍ର—ଲୋକେ3ପ୍ରକାର ଗାଧୁଆନ୍ତି—1 ମୁଣ୍ଡ ଧୋଇ ଗାଧୁଆନ୍ତି;2ମୁଣ୍ଡ ନ ବୁଡ଼ାଇ ବେକଠାରୁ ତଳକୁ ଗାଧୁଆନ୍ତି;3 ଅଣ୍ଟା ପର୍ଯ୍ୟନ୍ତ ପାଣିରେ ବୁଡ଼ାଇ ଗାଧୁଆନ୍ତି]