ଅଣ୍ଟାଜାଦୁ Aṇtājādu

  • ଦେ. ବି — ଅଧିକାଂଶ ସମୟ ଓଦାଲୁଗା ପିନ୍ଧିବା ଯୋଗୁଁ ଅଣ୍ଟା ଚାରି ପାଖରେ ହେବା ଏକ ପ୍ରକାର ଦୁରାରୋଗ୍ୟ ଦଦ୍ରୁରୋଗ — A kind of persistent ring—worm round the waist