ଅଣ୍ଟାଖୋସା Aṇtākhosa

  • ଦେ. ବି. (ଯାହା ଅଣ୍ଟାରେ ଖୋସାଯାଏ) — ଲାଞ୍ଚ; ଉତ୍କୋଚ — Bribe; illegal gratification
  • ଦେ. ବି. (ଯାହା ଅଣ୍ଟାରେ ଖୋସାଯାଏ) — ନ ପାଇଲେ ସେମାନଙ୍କଠାରୁ ଅଣ୍ଟଖୋସା, ଚମକିବ ଦେଖି ବୀରମାନଙ୍କର ଘୋଷା। ଫକୀର, ଉତ୍କଳଭ୍ରମଣ।