ଅଣ୍ଟାଇବା Āṇtāibā
- ଦେ. କ୍ରି. (ସଂ. ଅଟ୍ଟ ଧାତୁ=ଅତିକ୍ରମ କରିବା; ହିଂସା କରିବା) — କୌଣସି ବଳସାଧ୍ୟ କାମକୁ ଅଣ୍ଟା ଲଗାଇ ସମାଧା କରିବା — To apply or employ one's waist to do a work requiring the use of force
- ଦେ. କ୍ରି. (ସଂ. ଅଟ୍ଟ ଧାତୁ=ଅତିକ୍ରମ କରିବା; ହିଂସା କରିବା) — (ଶଗଡ଼ ଆଦିକୁ) ଅଣ୍ଟା ଲଗାଇ ବଳପୂର୍ବକ ପେଲିବା — To push a cart tightly with one's waist
- ଦେ. କ୍ରି. (ସଂ. ଅଟ୍ଟ ଧାତୁ=ଅତିକ୍ରମ କରିବା; ହିଂସା କରିବା) — ଶଗଡ଼ର ଦଣ୍ଡାକୁ ଧରି ଖୁବ୍ ଜୋରରେ ପଛଆଡ଼ୁ ଆଗକୁ ପେଲିବା — To push a cart from behind by holding the daṇdā
- ଦେ. କ୍ରି. (ସଂ. ଅଟ୍ଟ ଧାତୁ=ଅତିକ୍ରମ କରିବା; ହିଂସା କରିବା) — ପେଚକସକୁ ପେଚର ମୁଣ୍ଡରେ ଥିବା ଘରାରେ ବସାଇ ବଳପ୍ରୟୋଗପୂର୍ବକ ବୁଲାଇବାଦ୍ୱାରା ପେଚକୁ ଭିତରକୁ ପୂରାଇବା — To drive a screw into the wood with a screw-driver
- ଦେ. କ୍ରି. (ସଂ. ଅଟ୍ଟ ଧାତୁ=ଅତିକ୍ରମ କରିବା; ହିଂସା କରିବା) — (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ବଳ ବା ସାହାଯ୍ୟ ଦେବା — To help a person