ଅଣ୍ଟା ଉଠିବା Aṇṭā uṭhibā

  • ଦେ. ବି କୌଣସି କାର୍ଯ୍ୟ କରିବାକୁ ବଳ ବା ସାମର୍ଥ୍ୟ ପାଇବା — Having the strength to do a thing
  • ଦେ. ବି ଅଣ୍ଟା ନ ଉଠିଲା କରିବି କିସ / ମୋ ବିନା କାହାକୁ କରିଛୁ ଆଶ—ହାସ୍ୟ ତରଙ୍ଗ।
  • ଦେ. ବି ଇତସ୍ତତଃ ଚଳପ୍ରଚଳ ହେବା — Moving to and fro
  • ଦେ. ବି ବଡ଼ ଦେଉଳରେ ବାଜିଲା ଘଣ୍ଟା / ଖାଣ୍ଡିଖିଆଙ୍କର ଉଠିଲା ଅଣ୍ଟ—ଢଗ।