ଅଣ୍ଟ ନଅଣ୍ଟ Aṇta naaṇta
- ଦେ. ବି. (ସଂ. ଅଟନ ଓ ଅନଟନ; ବିପରୀତ ସହଚର) — ଅଣ୍ଟିବା ଓ ନଅଣ୍ଟିବା ଅବସ୍ଥା — Sufficiency or deficiency
- ଦେ. ବିଣ — କୌଣସି କାର୍ଯ୍ୟ ପାଇଁ ଯଥେଷ୍ଟ ହେବା ଓ ନ ଅଣ୍ଟିବା (ପଦାର୍ଥ) — (things) Either sufficient or deficient for any object
- ଦେ. ବିଣ — ସାମାନ୍ୟରେ ଊଣା — Slightly insufficient; hardly sufficient
- ଦେ. ବିଣ — କଣ୍ଟିକାଣ୍ଟି ହୋଇ ଅଣ୍ଟିବା (ବସ୍ତୁ) — Barely sufficient