ଅଣୁମାତ୍ର Aṇumātra

  • ସଂ. ବିଣ. (ବହୁବ୍ରୀହି; ଅଣୁ+ମାତ୍ରା) — ଅଣୁପରିମିତ — Atomic
  • ସଂ. ବିଣ. (ବହୁବ୍ରୀହି; ଅଣୁ+ମାତ୍ରା) — ଅତି କ୍ଷୁଦ୍ର; କ୍ଷୁଦ୍ରାଦପି କ୍ଷୁଦ୍ର — Infinitesimal
  • ସଂ. ବିଣ. (ବହୁବ୍ରୀହି; ଅଣୁ+ମାତ୍ରା) — ଅଣୁଆକାରବିଶିଷ୍ଟ — Having the size of an atom
  • ଦେ. ବି — ଅତି ସାମାନ୍ୟ ପରିମାଣ — A particle or minute quantity
  • ଦେ. କ୍ରି. ବିଣ — ଅଣୁମାତ୍ରେ (ଦେଖ) — Aṇumātre (See)
  • ଦେ. କ୍ରି. ବିଣ — ଅଶ୍ୱ ଗଜ ଯେ ନର ପଡ଼ିବାରେ ମହୀ / ଅଣୁମାତ୍ର ନ ଦିଶିଲା ହେ ନରସାଇଁ। କୃଷ୍ଣସିଂହ, ମହାଭାରତ, ଦ୍ରୋଣ।