ଅଣୁମାତ୍ରେ Aṇumātre

  • ଦେ. କ୍ରି. ବିଣ. (ସଂ. ଅଣୁମାତ୍ର) — ସାମାନ୍ୟ ପରିମାଣରେ — In the slightest quantity
  • ଦେ. କ୍ରି. ବିଣ. (ସଂ. ଅଣୁମାତ୍ର) — ସାମାନ୍ୟ ପ୍ରକାରେ — In the slightest manner
  • ଦେ. କ୍ରି. ବିଣ. (ସଂ. ଅଣୁମାତ୍ର) — ଟିକିଏ ମାତ୍ର — In the least