ଅଣୁକ Aṇuka

  • ସଂ. ବି. (ଅଣୁ+ସ୍ୱାର୍ଥେ କ) — ଅଣୁଧାନ୍ୟ (ଦେଖ) — Aṇudhānya (See)
  • ସଂ. ବିଣ — (ଅଣୁ+କ)—ଅତି ସୂକ୍ଷ୍ମ — Very minute
  • ସଂ. ବିଣ — (ଅଣ ଧାତୁ+କର୍ତ୍ତୃ. ଉକ)—ଚତୁର — Clever