ଅଣିଆଇଁବା Aṇiāiñbā

  • ଦେ. କ୍ରି — ଅଣାଇବା (ଦେଖ) — Aṇāibā (See)
  • ଦେ. କ୍ରି — ଅଣିମାଦି ସୁଖଦାୟୀ, ଶୋଇଅଛି ଅଣିଆଇଁ / ପଲ୍ୟଙ୍କ ଅଙ୍କରେ ଦିଶେ ଏମନ୍ତ ଶୋଭା। ଭଞ୍ଜ, ଲାବଣ୍ୟବତୀ 11 । — ଅଣିମାଦି ସୁଖଦାୟୀ, ଶୋଇଅଛି ଅଣିଆଇଁ / ପଲ୍ୟଙ୍କ ଅଙ୍କରେ ଦିଶେ ଏମନ୍ତ ଶୋଭା ଭଞ୍ଜ, ଲାବଣ୍ୟବତୀ11