ଅଣାକ୍ଷର Aṇākshara
- ଦେ. ବିଣ — (ସଂ. ଅନକ୍ଷର) ଅକ୍ଷରର ବହିର୍ଭୂତ; ଯାହା ଅକ୍ଷରଦ୍ୱାରା ପ୍ରକାଶିତ ହୋଇ ନ ପାରେ — Not capable of being expressed by letters
- ଦେ. ବିଣ — ଅଣାକ୍ଷର ଅଣମାତ୍ରା ଅଣ ନିଶବଦ ଶବଦର ଭେଦ ନାହିଁ ବ୍ରହ୍ମ ନିଜ ପଦ। ପ୍ରାଚୀ—ବ୍ରହ୍ମନିରୂପଣ ଗୀତା।
- ଦେ. ବି — ଭଗବାନ — God
- ଦେ. ବି — 'ଅଣାକାର ମତ' ତଳେ ନୋଟ ଦେଖ।