ଅଣସର ତାଟି Aṇasara tāṭi

  • ଦେ. ବି — ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତିମାନ ଚିତ୍ର କରାଯାଉଥିବା ବେଳେ ତାଙ୍କ ଆଗରେ ରଖାଯାଇଥିବା ବାଉଁଶର ଚାଞ୍ଚଡ଼ା — Bamboo matting put in front of the idols at Puri when they are painted
  • ଦେ. ବି — (ଦ୍ର—ଏହି ସମୟରେ ଯାତ୍ରୀମାନେ ଜଗନ୍ନାଥ ଆଦିଙ୍କ ସାକ୍ଷାତ ଦର୍ଶନ ପାଆନ୍ତି ନାହିଁ, ଉକ୍ତ ଅଣସର ତାଟିକୁ ଦର୍ଶନ କରନ୍ତି।)