ଅଣଶୁଧିଆ Aṇaṡudhiā

  • ଗ୍ରା. ବି. (ସଂ. ଅ+ଶୁଦ୍ଧି) — ଅଶୁଦ୍ଧ; ଅଶୌଚ; ମୃତକାଶୌଚ ବା ସୂତକାଶୌଚ — Impurity due to a birth or death amongst one's near relations
  • ଗ୍ରା. ବି. (ସଂ. ଅ+ଶୁଦ୍ଧି) — ମୃତକାଶୌଚ ଘଟିବା ପରେ କୌଣସି ବ୍ୟକ୍ତି ଶୁଦ୍ଧିଲାଭ କରି ନଥିବା ଅବସ୍ଥା — State of non-performance of purificatory rites after a death of one's relative
  • ଗ୍ରା. ବିଣ — ମୃତାହ ଉପଲକ୍ଷରେ ଶୁଦ୍ଧିକ୍ରିୟା ସମ୍ପାଦନ କରି ନ ଥିବା (ବ୍ୟକ୍ତି) — (a person) Who has not performed purificatory rites after a death amongst relations
  • ଗ୍ରା. ବିଣ — ମୃତକାଶୌଚ ଯୋଗୁଁ ଅଶୁଦ୍ଧ; ଅଶୁଚି — Unpurified