ଅଣମାତ୍ରା Aṇamātrā

  • ଗ୍ରା. ବିଣ. (ସଂ. ଅ+ମାତ୍ରା) — ମାତ୍ରାହୀନ (ଅକ୍ଷର) — (a letter) Having no measure or upper stroke
  • ଗ୍ରା. ବିଣ. (ସଂ. ଅ+ମାତ୍ରା) — ଅଣାକ୍ଷର ଅଣମାତ୍ରା ଅଣନିଶବଦ ଶବଦର ଭେଦ ନାହିଁ ବ୍ରହ୍ମ ନିଜ ପଦ। ପ୍ରାଚୀ—ବ୍ରହ୍ମନିରୂପଣ ଗୀତା।