ଅଣନିଶବଦ Aṇaniṡabada

  • ଗ୍ରା. ବିଣ. (ସଂ. ନିଃଶବ୍ଦ) — ଅତି ନିଃଶବ୍ଦ; ଶବ୍ଦଶୂନ୍ୟ — Very quiet; still; soundless
  • ଗ୍ରା. ବିଣ. (ସଂ. ନିଃଶବ୍ଦ) — ଅଣାକ୍ଷର ଅଣମାତ୍ରା ଅଣନିଶବଦ, ଶବଦର ଭେଦ ନାହିଁ ବ୍ରହ୍ମ ନିଜ ପଦ। ପ୍ରାଚୀ—ବ୍ରହ୍ମନିରୂପଣ ଗୀତା।