ଅଣନାତୁଣୀ Aṇanātuṇī

  • ଦେ. ବି. ସ୍ତ୍ରୀ — ନାତି ବା ନାତୁଣୀର ଝିଅ — Great grand daughter
  • ଦେ. ବି. ସ୍ତ୍ରୀ — (ଯଥା—ଅଣନାତୁଣୀର ସ୍ୱାମୀକୁ ଅଣନାତୁଣୀଜୋଇଁ କହନ୍ତି।)