ଅଣଠାବୁଆ Aṇaṭhābuā

  • ଗ୍ରା. ବିଣ — ଅସୁବିଧାଜନକ (ସ୍ଥାନ) — Inconvenient (place)
  • ଗ୍ରା. ବିଣ — (ପୁଂ)—ଯେଉଁ ବ୍ୟକ୍ତି ଅସ୍ଥାନରେ ବିଚରଣ କରେ — (person) Frequenting bad places