ଅଣଞ୍ଚାଶ (ଇତ୍ୟାଦି) Aṇan̄chāṡa (etc)

  • ଦେ. ବି. ଓ ବିଣ — ଅଣଚାଶ ଇତ୍ୟାଦି (ଦେଖ) — Aṇachāṡa etc. (See)
  • ଦେ. ବି. ଓ ବିଣ — ବିଶ୍ୱ ଧ୍ୱଂସି ରୁଦ୍ର ପ୍ରଖର ନିଶ୍ୱାସ / ପରାଏ ବହିଲା ବାୟୁ ଅଣଞ୍ଚାଶ। ରାଧାନାଥ—ଚିଲିକା।