ଅଣକଧରା Aṇakadharā
- ଦେ. ବିଣ — ଯେଉଁ ବ୍ୟକ୍ତି ପରିବେଶନ କରିବାପାଇଁ ଅଣକ ଧରେ — (a person) Holding the ladle for serving food to others
- ଦେ. ବିଣ — [ଦ୍ର—ପୁରୀ ଜିଲ୍ଲାର ରାହାଙ୍ଗ ବ୍ରାହ୍ମଣ ଶାସନମାନଙ୍କର କୁଳୀନ ସାମନ୍ତମାନଙ୍କ ଭୋଜନ ସଭାରେ ଯେଉଁ କୁଳୀନ ବ୍ରାହ୍ମଣମାନେ (ଯଥା—ଭଟ୍ଟ ମିଶ୍ରେ) ଅଣକ ଓ ହାଣ୍ଡି ଧରି ପରଷିବାରେ ଅଧିକାରୀ ଅଟନ୍ତି, ସେମାନଙ୍କୁ 'ଅଣକଧରା' ବା 'ହାଣ୍ଡିଧରା' ବୋଲି ଡକାଯାଏ।]