ଅଣକଦଳିଆ Aṇakadaḻiā

  • ଦେ. ବିଣ—(ସଂ. ଅ+କଦଳୀ) — ଯେଉଁ କଦଳୀଗଛର ପୁଆମାନ ପ୍ରତିବର୍ଷ ମୂଳରୁ ତଡ଼ା ହୋଇ ଅନ୍ୟ ସ୍ଥାନରେ ପୋତା ନ ହେବାରୁ, ତିନିବର୍ଷ ପରେ ପୁଆର ମୂଳ ହାଣ୍ଡିମାନ ଭୂମି ଉପରକୁ ଉଠିଯାଏ ଓ ଗଛମାନ ଛୋଟ ହୋଇ ଉକ୍ତ ଗଛରେ ଆଉ କଦଳୀ ଫଳେ ନାହିଁ — (plantain plants) Which become stunted and unproductive owing to want of annual transplantation