ଅଣଉପରୋଧେ Aṇauparodhe

  • ଗ୍ରା. କ୍ରି. ବିଣ — ନିଷ୍କରୁଣ ଭାବରେ — Pitilessly
  • ଗ୍ରା. କ୍ରି. ବିଣ — କୁମାର ବିନ୍ଧିଲା ଅଣଉପରୋଧେ ବାଣ। ସାରଳା ମହାଭାରତ, ଦ୍ରୋଣ।
  • ଗ୍ରା. କ୍ରି. ବିଣ — ନିର୍ମମଭାବରେ — Without the least sympathy