ଅଣଅକ୍ଷରି Aṇaakshari

  • ଦେ. ବିଣ. (ସଂ. ଅ+ଅକ୍ଷର) — ଅଶିକ୍ଷିତ; ମୂର୍ଖ; ନିରକ୍ଷର; ଯେ ଅକ୍ଷର ପରିଚୟ କରି ନାହିଁ — Illiterate; unlettered
  • ଦେ. ବିଣ. (ସଂ. ଅ+ଅକ୍ଷର) — ଅଜ୍ଞ — Ignorant