ଅଣ ଉପରୋଧ Aṇa uparodha

  • ଗ୍ରା. ବି. (ସଂ. ଅନୁପରୋଧ) — ଉପ୍ରୋଧ ବା ଚକ୍ଷୁଲଜ୍ଜାର ଅଭାବ — Want of respect for the feelings of others
  • ଗ୍ରା. ବି. (ସଂ. ଅନୁପରୋଧ) — କରୁଣାର ଅଭାବ; ନିର୍ଦ୍ଦୟତା — Want of pity; unkindness
  • ଗ୍ରା. ବିଣ — ଅଣ ଉପରୋଧି (ଦେଖ) — Aṇa uparodhi (See)